ଅ‹ରାଇଛାପୁର ଗ୍ରାମପାୟତ ଗତ ୧୯୯୨/୯୩ ମସିହାରେ ମୂଳ ଗ୍ରାମପାୟତ ଗଣେଶ୍ୱରପୁର ଠାର ୁ ଅଲଗା ହୋଇ ନୂତନ ଗ୍ରାମପାୟତ ରୂପେ ନାମକରଣ ହୋଇଅଛି ା ଉକ୍ତ ଗ୍ରାମପାୟତ ଗୋପ ଠାରୁ ମଦରଙ୍ଗ ରାସ୍ତାରେ ଡାହାଣପଟରେ ଗଣେଶ୍ୱରପୁର ଛକରୁ ଯିବାକୁ ପଡିବ ା ଗଣେଶ୍ୱରପୁର ଠାରୁ ପ୍ରାୟ ୪କି.ମି. ଦିହୁଡା ପୋଇତରା ଗ୍ରାମ ଅତିକ୍ରମ କଲାପରେ ଅ‹ରା ବଡମଠ ତ୍ରିଛକି ରାସ୍ତାରେ ଅବସ୍ଥିତ ାଦର୍ଶନୀୟ ସ୍ଥାନ ରୂପେ ଉକ୍ତ ଗ୍ରାମପାୟତରେ ଥିବା ମା ତାରିଣୀ ମନ୍ଦିର,ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିର,ମା ଦଶମଲ୍ଲୀ ମନ୍ଦିର ଦେଖିବାକୁ ମିଳେ ାଅ‹ରାଇଛାପୁର ଗ୍ରାମପାୟତ କୁଶଭଦ୍ରା ନଦୀ କୂଳରେ ଅବସ୍ଥିତ.ଏହି ଗ୍ରାମର ଅନ୍ୟ ଏକ ଦର୍ଶନୀୟ ସ୍ଥାନ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିରö ଏହାର ଚର୍ତୁପାଶ୍ର୍ୱ ଦୃଶ୍ୟ ବେଶ୍ ମନ ମୁଗ୍ଧକରö ପାଖରେ ଗୋଟିଏ ସୁନ୍ଦର ପୁଷ୍କରଣୀଟିଏ ରହିଛିö ପ୍ରତ୍ୟେକ ବର୍ଷ ଶିବରାତ୍ରୀକୁ ଏଠାରେ ଜାଗର ମେଳା ହୋଇଥାଏö ଏହି ମେଳାରେ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥାଏö